ରାଜ୍ୟରୁ ସୁସ୍ଥ ହେଲେ ୩୬୩ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୩୬୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୦୯୪୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

 

ସୁନ୍ଦରଗଡ଼ରୁ ୬୬ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଥିବା ବେଳେ ଖୋର୍ଧାରୁ ୪୬ଜଣ, ମୟୁରଭଞ୍ଜରୁ ୨୮ଜଣ, ଅନୁଗୁଳରୁ ୨୧ଜଣ, ବରଗଡ଼ରୁ ୨୧ଜଣ, ବାଲେଶ୍ବରରୁ ୨୦ଜଣ, କଟକରୁ ୨୦ଜଣ, ପୁରୀରୁ ୨୦ଜଣ, ସମ୍ବଲପୁରରୁ ୧୭ଜଣ, ବଲାଙ୍ଗୀରରୁ ୧୪ଜଣ, କଳାହାଣ୍ଡିରୁ ୧୩ଜଣ, କେନ୍ଦ୍ରାପଡ଼ାରୁ ୧୧ଜଣ, ଜଗତସିଂହପୁରରୁ ୯ଜଣ, ଗଞ୍ଜାମରୁ ୭ଜଣ, ନୂଆପଡ଼ାରୁ ୭ଜଣ, ଝାରସୁଗୁଡ଼ାରୁ ୬ଜଣ, କେନ୍ଦୁଝରରୁ ୬ଜଣ, ଢ଼େଙ୍କାନାଳରୁ ୫ଜଣ, କୋରାପୁଟରୁ ୪ଜଣ, ଭଦ୍ରକରୁ ୩ଜଣ, ମାଲକାନଗିରିରୁ ୩ଜଣ, ରାୟଗଡ଼ାରୁ ୨ଜଣ, ଯାଜପୁରରୁ ଜଣେ, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ୧୧ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଘରକୁ ‌ଫେରିଛନ୍ତି।

ସମ୍ବନ୍ଧିତ ଖବର