ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୦୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୩୧୮୨୭୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରିଛି।

Advertisment

ତେବେ ରାଜ୍ୟରୁ ୪୦୭ଜଣ କରୋନା ସୁସ୍ଥଙ୍କ ମଧ୍ୟରେ ଖୋର୍ଧାରୁ ୩୬ଜଣ, ମୟୁରଭଞ୍ଜରୁ ୩୪ଜଣ, କଟକରୁ ୩୩ଜଣ, ଅନୁଗୁଳରୁ ୩୨ଜଣ, ପୁରୀରୁ ୩୧ଜଣ, ବରଗଡ଼ରୁ ୩୦ଜଣ, କଳାହାଣ୍ଡିରୁ ୨୮ଜଣ, ବଲାଙ୍ଗୀରରୁ ୨୫ଜଣ, କେନ୍ଦ୍ରାପଡ଼ାରୁ ୧୮ଜଣ, ବାଲେଶ୍ବରରୁ ୧୭ଜଣ, ସୁନ୍ଦରଗଡ଼ରୁ ୧୬ଜଣ, ଜଗତସିଂହପୁରରୁ ୧୪ଜଣ, ନୂଆପଡ଼ାରୁ ୧୪ଜଣ, ସମ୍ବଲପୁରରୁ ୧୪ଜଣ, କେନ୍ଦୁଝରରୁ ୧୦ଜଣ, ଯାଜପୁରରୁ ୯ଜଣ, ଗଞ୍ଜାମରୁ ୭ଜଣ, ଢ଼େଙ୍କାନାଳରୁ ୫ଜଣ, ଝାରସୁଗୁଡ଼ାରୁ ୫ଜଣ, କୋରାପୁଟରୁ ୫ଜଣ, ରାୟଗଡ଼ାରୁ ୪ଜଣ, ନବରଙ୍ଗପୁରରୁ ୩ଜଣ, ସୁବର୍ଣ୍ଣପୁରରୁ ୩ଜଣ, ଭଦ୍ରକରୁ ୨ଜଣ, ଦେବଗଡ଼ରୁ ୨ଜଣ, ମାଲକାନଗିରିରୁ ୧ଜଣେ ଷ୍ଟେଟପୁଲରୁ ୧୦ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।