ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୪୧୫୯ ଜଣ ଆକାନ୍ତ କରୋନା ଭାଇରସରୁ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧକ ଅଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୮ ହଜାର ୯୬୦ରେ ପହଂଚିଛି ।
Another 4159 Covid patients have recovered and are being discharged on 22.06.2021
735 from Khordha
537 from Cuttack
364 from Baleswar
308 from Jajapur
251 from Puri
168 from Anugul
165 from Bhadrak
154 from Mayurbhanj
129 from Jagatsinghpur
125 from Nayagarh
102 from Sundargarh— H & FW Dept Odisha (@HFWOdisha) June 22, 2021
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୫୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୩୬୪, ଯାଜପୁରରୁ ୩୦୮, ପୁରୀରୁ ୨୫୧, ଅନୁଗୁଳରୁ ୧୬୮, ଭଦ୍ରକରୁ ୧୬୫, ମୟୂରଭଂଜରୁ ୧୫୪, ଜଗତସିଂହପୁରରୁ ୧୨୯, ନୟାଗଡ଼ରୁ ୧୨୫ ଓ ସୁନ୍ଦରଗଡ଼ରୁ ୧୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
92 from Kalahandi
85 from Dhenkanal
81 from Nabarangpur
80 from Bargarh
72 from Kendrapara
70 from Koraput
64 from Malkangiri
59 from Boudh
59 from Sonepur
55 from Rayagada
53 from Bolangir
48 from Kandhamal
43 from Gajapati
40 from Keonjhar
35 from Sambalpur
28 from Ganjam— H & FW Dept Odisha (@HFWOdisha) June 22, 2021
କଳହାଣ୍ଡିରୁ ୯୨, ଢେଙ୍କାନାଳରୁ ୮୫, ନବରଂଗପୁରରୁ ୮୧, ବରଗଡ଼ରୁ ୮୦, କେନ୍ଦ୍ରାପଡ଼ାରୁ ୭୨, କୋରାପୁଟରୁ ୭୦, ମାଲକାନଗିରିରୁ ୬୪, ବୌଦ୍ଧ ଏବଂ ସୁବର୍ଣ୍ଣପୁରରୁ ୫୯ ଜଣ ଲେଖାଏଁ, ରାୟଗଡ଼ଶରୁ ୫୫ ଓ ବଲାଙ୍ଗୀରରୁ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
21 from Nuapada
20 from Deogarh
10 from Jharsuguda
106 from State PoolThe total recovered cases of Odisha now stand at 848960
— H & FW Dept Odisha (@HFWOdisha) June 22, 2021
ସେହିପରି ବଲାଙ୍ଗୀରରୁ ୫୩, କନ୍ଧମାଳରୁ ୪୮, ଗଜପତିରୁ ୪୩, କେନ୍ଦୁଝରରୁ ୪୦, ସମ୍ବଲପୁରରୁ ୩୫, ଗଂଜାମରୁ ୨୮, ନୂଆପଡ଼ାରୁ ୨୧, ଦେବଗଡ଼ରୁ ୨୦, ଝାରସୁଗୁଡ଼ାରୁ ୧୦ ଓ ରାଜ୍ୟପୁଲରୁ ୧୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।