ଭୁବନେଶ୍ବର: ଆଜି ରାଜ୍ୟରୁ ୪୫୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।
Another 458 Covid patients have recovered and are being discharged on 10.12.2020
48 from Anugul
44 from Bolangir
41 from Khordha
37 from Sundargarh
35 from Mayurbhanj
24 from Cuttack
24 from Nuapada
22 from Jagatsinghpur
19 from Jajapur
19 from Puri
14 from Baleswar— H & FW Dept Odisha (@HFWOdisha) December 10, 2020
ଆଜି ଅନୁଗୁଳରୁ ୪୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀରରୁ ୪୪ଜଣ, ଖୋର୍ଧାରୁ ୪୧ଜଣ, ସୁନ୍ଦରଗଡ଼ରୁ ୩୭ଜଣ, ମୟୁରଭଞ୍ଜରୁ ୩୫ଜଣ, କଟକରୁ ୨୪ଜଣ, ନୂଆପଡ଼ାରୁ ୨୪ଜଣ, ଜଗତସିଂହପୁରରୁ ୨୨ଜଣ, ଯାଜପୁରରୁ ୧୯ଜଣ, ପୁରୀରୁ ୧୯ଜଣ, ବାଲେଶ୍ବରରୁ ୧୪ଜଣ, କେନ୍ଦୁଝରରୁ ୧୪ଜଣ, ସମ୍ବଲପୁରରୁ ୧୪ଜଣ, କେନ୍ଦ୍ରାପଡ଼ାରୁ ୧୨ଜଣ, କୋରାପୁଟରୁ ୧୧ଜଣ, କଳାହାଣ୍ଡି ୮ଜଣ, ମାଲକାନଗିରିରୁ ୮ଜଣ, ଭଦ୍ରକରୁ ୭ଜଣ, ଦେବଗଡ଼ରୁ ୭ଜଣ, ନବରଙ୍ଗପୁରରୁ ୭ଜଣ, ନୟାଗଡ଼ରୁ ୭ଜଣ, ଗଞ୍ଜାମରୁ ୬ଜଣ, ଝାରସୁଗୁଡ଼ାରୁ ୬ଜଣ, ଢ଼େଙ୍କାନାଳରୁ ୫ଜଣ, ବରଗଡ଼ରୁ ୩ଜଣ, ବୌଦ୍ଧରୁ ୨ଜଣ, ରାୟଗଡ଼ାରୁ ୨ଜଣ, ସୁବର୍ଣ୍ଣପୁରରୁ ୨ଜଣ, କନ୍ଧମାଳରୁ ଜଣେ ଓ ଷ୍ଟେଟପୁଲରୁ ୯ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଏଯାବତ ରାଜ୍ୟରେ ୩୧୭୮୭୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।