ଭୁବନେଶ୍ବର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟରୁ ୫୦୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ଖୋର୍ଧାରୁ ୬୯୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୧୨, ନବରଙ୍ଗପୁରରୁ ୪୦୫, ନୂଆପଡ଼ାରୁ ୩୩୯, ବରଗଡ଼ରୁ ୩୨୨, କଟକରୁ ୨୯୩, ପୁରୀରୁ ୨୮୫, ଝାରସୁଗୁଡ଼ାରୁ ୨୪୩, ବଲାଙ୍ଗୀରରୁ ୨୨୪, ସମ୍ବଲପୁରରୁ ୧୭୨, ଯାଜପୁରରୁ ୧୪୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
140 from Keonjhar
136 from Mayurbhanj
135 from Baleswar
88 from Ganjam
78 from Kalahandi
73 from Bhadrak
70 from Nayagarh
66 from Rayagada
65 from Gajapati
65 from Sonepur
61 from Anugul
59 from Jagatsinghpur
48 from Kendrapara
48 from Koraput
30 from Kandhamal
22 from Deogarh— H & FW Dept Odisha (@HFWOdisha) April 30, 2021
ସେହିପରି କେନ୍ଦୁଝରରୁ ୧୪୦ଜଣ, ମୟୁରଭଞ୍ଜରୁ ୧୩୬ଜଣ, ବାଲେଶ୍ବରରୁ ୧୩୫ଜଣ, ଗଞ୍ଜାମରୁ ୮୮ଜଣ, କଳାହାଣ୍ଡିରୁ ୭୮ଜଣ, ଭଦ୍ରକରୁ ୭୩ଜଣ, ନୟାଗଡ଼ରୁ ୭୦ଜଣ, ରାୟଗଡ଼ାରୁ ୬୬ଜଣ, ଗଜପତିରୁ ୬୫ଜଣ,ସୁବର୍ଣ୍ଣପୁରରୁ ୬୫ଜଣ,ଅନୁଗୁଳରୁ ୬୧ଜଣ, ଜଗତସିଂହପୁରରୁ ୫୯ଜଣ, କେନ୍ଦ୍ରାପଡ଼ାରୁ ୪୮ଜଣ, କୋରାପୁଟରୁ ୪୮ଜଣ, କନ୍ଧମାଳରୁ ୩୦ଜଣ ଓ ଦେବଗଡ଼ରୁ ୨୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମାଲକାନଗିରିରୁ ୨୦ଜଣ, ଢ଼େଙ୍କାନାଳରୁ ୧୬ଜଣ, ବୌଦ୍ଧରୁ ୧୦ଜଣ ଓ ଷ୍ଟେଟପୁଲରୁ ୧୪୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୮୫୪୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।