ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୬୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୫୯୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଧାରୁ ୧୨ଜଣ, କଟକରୁ ୮ଜଣ, ଯାଜପୁରରୁ ୮ଜଣ, ମୟୁରଭଞ୍ଜରୁ ୮ଜଣ, ଅନୁଗୁଳରୁ ୭ଜଣ, ସୁନ୍ଦରଗଡ଼ରୁ ୭ଜଣ, ଦେବଗଡ଼ରୁ ୪ଜଣ, ବରଗଡ଼ରୁ ୨ଜଣ, ଝାରସୁଗୁଡ଼ାରୁ ୨ଜଣ,ପୁରୀରୁ ୨ଜଣ ଓ ସମ୍ବଲପୁରରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Another 66 Covid patients have recovered and are being discharged on 18.03.2021
12 from Khordha
8 from Cuttack
8 from Jajapur
8 from Mayurbhanj
7 from Anugul
7 from Sundargarh
4 from Deogarh
2 from Bargarh
2 from Ganjam
2 from Jharsuguda
2 from Puri
2 from Sambalpur— H & FW Dept Odisha (@HFWOdisha) March 18, 2021
ସେହିପରି ରାୟଗଡ଼ାରୁ ଜଣେ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।