ଭୁବନେଶ୍ବର: ଆଜି ରାଜ୍ୟରୁ ୬୬୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୩୧୨୭୩୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Another 669 Covid patients have recovered and are being discharged on 01.12.2020
65 from Mayurbhanj
58 from Khordha
57 from Sundargarh
48 from Keonjhar
47 from Jharsuguda
44 from Anugul
40 from Cuttack
38 from Jagatsinghpur
31 from Kendrapara
28 from Jajapur
27 from Bargarh— H & FW Dept Odisha (@HFWOdisha) December 1, 2020
ଆଜି ମୟୁରଭଞ୍ଜରୁ ୬୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଧାରୁ ୫୮ଜଣ, ସୁନ୍ଦରଗଡ଼ରୁ ୫୭ଜଣ, କେନ୍ଦୁଝରରୁ ୪୮ଜଣ, ଝାରସୁଗୁଡ଼ାରୁ ୪୭ଜଣ, ଅନୁଗୁଳରୁ ୪୪ଜଣ, କଟକରୁ ୪୦ଜଣ, ଜଗତସିଂହପୁରରୁ ୩୮ଜଣ, କେନ୍ଦ୍ରାପଡ଼ାରୁ ୩୧ଜଣ, ଯାଜପୁରରୁ ୨୮ଜଣ, ବରଗଡ଼ରୁ ୨୭ଜଣ, ନୂଆପଡ଼ାରୁ ୨୪ଜଣ, ସମ୍ବଲପୁରରୁ ୨୩ଜଣ, କଳାହାଣ୍ଡି ୨୦ଜଣ, ବାଲେଶ୍ବରରୁ ୧୮ଜଣ, ବଲାଙ୍ଗୀର ୧୬ଜଣ,ଗଞ୍ଜାମରୁ ୧୩ଜଣ, ନବରଙ୍ଗପୁରରୁ ୧୨ଜଣ, ଭଦ୍ରକରୁ ୭ଜଣ, ପୁରୀରୁ ୭ଜଣ, ବୌଦ୍ଧରୁ ୬ଜଣ, ନୟାଗଡ଼ରୁ ୫ଜଣ, ସୁବର୍ଣ୍ଣପୁରରୁ ୫ଜଣ, ଢ଼େଙ୍କାନାଳରୁ ୪ଜଣ, ମାଲକାନଗିରିରୁ ୪ଜଣ, କନ୍ଧମାଳରୁ ୩ଜଣ, କୋରାପୁଟରୁ୩ଜଣ, ଦେବଗଡ଼ରୁ ୨ଜଣ, ରାୟଗଡ଼ାରୁ ଜଣେ ଓ ଷ୍ଟେଟପୁଲରୁ ୧୩ଜଣ ଲେଖାଏଁ ଆଜି କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ମିଳିଛି।