ରାଜ୍ୟରୁ ଆଜି ୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ଏହାର ସୂଚନା ଦେଇଛନ୍ତି।

ଝାରସୁଗୁଡ଼ାରୁ ଆଜି ୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦ଜଣ, ସମ୍ବଲପୁରରୁ ୯ଜଣ, ବାଲେଶ୍ବରରୁ ୭ଜଣ, ଯାଜପୁରରୁ ୬ଜଣ, ଖୋର୍ଧାରୁ ୬ଜଣ, ବରଗଡ଼ରୁ ୪ଜଣ, କଟକରୁ ୪ଜଣ, ମୟୂରଭଞ୍ଜରୁ ୪ଜଣ, ପୁରୀରୁ ୪ଜଣ, ଅନୁଗୁଳରୁ ୩ଜଣ, ବଲାଙ୍ଗୀରରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 


ଦେବଗଡ଼ରୁ ୩ଜଣ, କେନ୍ଦ୍ରାପଡ଼ାରୁ ୩ଜଣ, କେନ୍ଦୁଝରରୁ ୩ଜଣ, ଗଞ୍ଜାମରୁ ୨ଜଣ, କଳାହାଣ୍ଡିରୁ ଜଣେ, କରୋପୁଟରୁ ଜଣେ, ନୂଆପଡ଼ାରୁ ଜଣେ, ସୁବର୍ଣ୍ଣପୁରରୁ ଜଣେ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୫୧୬୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର