ମାଲକାନଗିରି: ଛତିଶଗଡ ତେଲେଙ୍ଗାନା ସୀମାରେ ବଡ଼ ଧରଣର ଅପରେସନ ଜାରି ରହିଛି। କୁଖ୍ଯାତ ମାଓନେତାଙ୍କୁ ଧରିବା ଲାଗି ଅପରେସନ ଆରମ୍ଭ ହୋଇଛି।
ବିଜାପୁର ଓ ଭଦ୍ରାଚଲମ ସୀମାବର୍ତ୍ତୀ କରିଗେଟାଲ ଜଙ୍ଗଲରେ ଅପରେସନ ଜାରି ରହିଛି ଅପରେସନରେ ବାୟୁସେନାର ହେଲିକପ୍ଟର ସାମିଲ ହୋଇଛି।
ଅତ୍ଯାଧୁନିକ ଡ୍ରୋନ୍ ସାହାୟତାରେ ମାଓ ଗତିବିଧି ଉପରେ ନଜର ରଖାଯାଉଛି। ତେଲେଙ୍ଗାନା ଗ୍ରେହାଉଣ୍ଡ ଓ ଛତିଶଗଡ ଡିଆରଜି ଓ କୋବ୍ରା ଯବାନ ଅପରେସନରେ ସାମିଲ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
