ଭୁବନେଶ୍ବର: ‘ସମ୍ବାଦ’ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ଆସନ୍ତା ୧୮ ତାରିଖ ରବିବାର ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଦିବ୍ୟ ସତ୍ସଙ୍ଗ ଅନୁଷ୍ଠିତ ହେବ। ଭୁବନେଶ୍ବର ସ୍ଥିତ ସତ୍ସଙ୍ଗ ବିହାର ପରିସରରେ ଆୟୋଜିତ ଏହି ଉତ୍ସବକୁ ସଂଧ୍ୟା ୭ଟାରେ ସପରିବାର ଯୋଗ ଦେବାକୁ ଆୟୋଜକ ସଞ୍ଜୟ କୁମାର ପାତ୍ର ନିବେଦନ କରିଛନ୍ତି।
୧୮ରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ଅନୁକୂଳଚନ୍ଦ୍ରଙ୍କ ସତ୍ସଙ୍ଗ
/sambad/media/post_attachments/wp-content/uploads/2022/10/soumyaranjan-pattnayak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)