ଭୁବନେଶ୍ବର : ରାଜ୍ୟରେ କରୋନାର ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ଅର୍ଥ ଓ ଅବକାରୀ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କ୍ଷମତାସଂପନ୍ନ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ସମସ୍ତ ଆବଶ୍ୟକୀୟ ନିଷ୍ପତ୍ତି, ଜରୁରୀକାଳୀନ କ୍ରୟ ଆବଶ୍ୟକତା, ତତ୍ପରତା ଓ କ୍ରୟର ଯଥାର୍ଥତା ଯାଞ୍ଚ ପରେ ଏହାକୁ ଅନୁମୋଦନ କରାଯାଉଛି। ବର୍ତମାନସୁଦ୍ଧା ଏହି କମିଟିର ୧୨ଥର ବୈଠକ ବସିଛି। ପୂର୍ବରୁ ମନ୍ତ୍ରୀସ୍ତରୀୟ କମିଟି ଦ୍ବାରା ୨୦୨୦ ମସିହା ଡିସେମ୍ବର ୧୬ତାରିଖ ପର୍ଯ୍ୟନ୍ତ ନିଆଯାଇଥିବା ନିଷ୍ପତ୍ତିକୁ କ୍ୟାବିନେଟ୍ ଅନୁମୋଦନ କରିଥିଲା। ଏବେ ଚଳିତବର୍ଷ ଏପ୍ରିଲ ୨୦ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀସ୍ତରୀୟ କମିଟିର ନିଷ୍ପତ୍ତିକୁ ଆଜି କ୍ୟାବିନେଟ୍ ମଞ୍ଜୁରୀ ଦେଇଛି।
ଏପ୍ରିଲ ପର୍ଯ୍ୟନ୍ତ କ୍ଷମତାସଂପନ୍ନ ମନ୍ତ୍ରୀସ୍ତରୀୟ କମିଟି ନିଷ୍ପତ୍ତିକୁ ଅନୁମୋଦନ
/sambad/media/post_attachments/wp-content/uploads/2021/11/covid-test.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)