ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳର ମୁଖ୍ୟ ସଂଗଠକ ନିଯୁକ୍ତ କରାଯାଇଛି । ଏ ନେଇ ଆସିଥିବା ଏକ ପ୍ରସ୍ତାବକୁ କଂଗ୍ରେସ ସଭାପତି ଅନୁମୋଦନ କରିଥିବା ଏଆଇସିସି ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।
ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓଡ଼ିଶା କଂଗ୍ରେସ ସେବା ଦଳର ମୁଖ୍ୟ ସଂଗଠକ ନିଯୁକ୍ତ
/sambad/media/post_attachments/wp-content/uploads/2021/07/Arya-Kumar-Gyanendra-attacked-in-Bhadrak.jpg)