ବିଧାନସଭା ଭୋଟ ଗଣତି ଟ୍ରେଣ୍ଡ : ଆଗରେ ରହିଛି ବିଜେଡ଼ି

ଭୁବନେଶ୍ୱର : ଭୋଟ ଗଣତି ଯେତେ ଯେତେ ଆଗେଇବାରେ ଚାଲିଛି ସେତେ ସେତେ ଟ୍ରେଣ୍ଡ ଅଧିକ ସଂଖ୍ୟାରେ ହସ୍ତଗତ ହେଉଛି । ମିଳିଥିବା ତାଜା ତଥ୍ୟ ଅନୁଯାୟୀ, ଜାଣନ୍ତୁ କେଉଁ ଆସନରେ କିଏ ଆଗରେ ଅଛନ୍ତି ।
୧.ଖୋର୍ଦ୍ଧା : ଜିତୁ ମିତ୍ର(ବିଜେଡ଼ି)
୨.ବେଗୁନିଆ : ରାଜେନ୍ଦ୍ର ସାହୁ(ବିଜେଡ଼ି)
୩. ଚିଲିକା : ପ୍ରଶାନ୍ତ ଜଗଦେବ(ବିଜେଡ଼ି)
୪. ହିନ୍ଦୋଳ : ସୀମାରାଣୀ ନାୟକ(ବିଜେଡ଼ି)
୫. ବୌଦ୍ଧ : ସୁଶାନ୍ତ ପ୍ରଧାନ (ବିଜେପି)
୬. ଧର୍ମଶାଳା : ପ୍ରଣବ ବଳବନ୍ତ ରାୟ(ବିଜେଡ଼ି)
୭. ନବରଙ୍ଗପୁର : ସଦାଶିବ ପ୍ରଧାନୀ(ବିଜେଡ଼ି)
୮. ପାଟଣାଗଡ଼ : ସରୋଜ ମେହର(ବିଜେଡ଼ି)
୯. ଆସ୍କା : ମଞ୍ଜୁଳା ସ୍ୱାଇଁ (ବିଜେଡ଼ି)
୧୦. ଭଟ୍‌ଲି : ସୁଶାନ୍ତ ସିଂ(ବିଜେଡ଼ି)
୧୧. ରଣପୁର : ସତ୍ୟ ନାରାୟଣ ସାହୁ(ବିଜେଡ଼ି)
୧୨.ଭୁବନେଶ୍ୱର(ମଧ୍ୟ) : ଅନନ୍ତ ନାରାୟଣ ଜେନା(ବିଜେଡ଼ି)
୧୩. ବଲାଙ୍ଗୀର : ନରସିଂହ ମିଶ୍ର (କଂଗ୍ରେସ)
୧୪. ବ୍ରଜରାଜନଗର : କିଶୋର ମହାନ୍ତି (ବିଜେଡ଼ି)
୧୫. ଭୁବନେଶ୍ୱର(ଏକାମ୍ର) : ଅଶୋକ ପଣ୍ଡା(ବିଜେଡ଼ି)
୧୬.ବରଗଡ଼ : ଦେବେଶ ଆଚାର୍ଯ୍ୟ(ବିଜେଡ଼ି)
୧୭. ଫୁଲବାଣୀ : ଅଙ୍ଗଦ କହଁର(ବିଜେଡ଼ି)
୧୮.ଯାଜପୁର : ପ୍ରଣବ ପ୍ରକାଶ ଦାସ(ବିଜେଡ଼ି)
୧୯. ସୋନପୁର : ନିରଞ୍ଜନ ପୂଜାରୀ(ବିଜେଡ଼ି)
୨୦. ନୟାଗଡ଼ : ଅରୁଣ ସାହୁ(ବିଜେଡ଼ି)
୨୧. ଲୋଇସିଂହା : ପ୍ରଦୀପ ବେହେରା(ବିଜେଡ଼ି)
୨୨. ଝାରସୁଗୁଡ଼ା : ନବ ଦାସ(ବିଜେଡ଼ି)
୨୩. କାମାକ୍ଷାନଗର : ପ୍ରଫୁଲ୍ଲ ମଲ୍ଲିକ୍‌ (ବିଜେଡ଼ି)
୨୪. ମାଲକାନାଗିରି : ମୁକୁନ୍ଦ ସୋଢ଼ୀ(ବିଜେଡ଼ି)
୨୫. ଜୁନାଗଡ଼ : ଦିବ୍ୟଶଙ୍କର ମିଶ୍ର(ବିଜେଡ଼ି)
୨୬. ଭଞ୍ଜନଗର : ବିକ୍ରମ ଆରୁଖ(ବିଜେଡ଼ି)
୨୭. କଟକ : ମହମ୍ମଦ ମୋକିମ୍‌(କଂଗ୍ରେସ)
୨୮, ମାହାଙ୍ଗା : ପ୍ରତାପ ଜେନା(ବିଜେଡ଼ି)
୨୯. ସାଲେପୁର : ପ୍ରଶାନ୍ତ ବେହେରା(ବିଜେଡ଼ି)
୩୦. ସୁନ୍ଦରଗଡ଼ : କୁସୁମ ଟେଟେ(ବିଜେପି)
୩୧. ସୁକିନ୍ଦା : ପ୍ରୀତିରଞ୍ଜନ ଘଡ଼େଇ (ବିଜେଡ଼ି)
୩୨. ଖଣ୍ଡପଡ଼ା : ସୌମ୍ୟରଞ୍ଜନ ପଟ୍ଟନାୟକ(ବିଜେଡ଼ି)
୩୩. ସମ୍ବଲପୁର : ରାସେଶ୍ୱରୀ ପାଣିଗ୍ରାହୀ(ବିଜେଡ଼ି)
୩୪. ରେଙ୍ଗାଳି : ନାଉରୀ ନାୟକ(ବିଜେପି)
୩୫. ତଳସରା : ଭବାନୀ ଭୋଇ(ବିଜେପି)
୩୬. ଗୁଣୁପୁର : ରଘୁନାଥ ଗମାଙ୍ଗ(ବିଜେପି)

୩୭. ଭଣ୍ଡାରୀପୋଖରୀ : ପ୍ରଫୁଲ୍ଲ ସାମଲ(ବିଜେଡ଼ି)
୩୮.ଘଷିପୁରା : ବଦ୍ରିନାରାୟଣ ପାତ୍ର(ବିଜେଡ଼ି)
୩୯.ପିପିଲି : ପ୍ରଦୀପ ମହାରଥୀ(ବିଜେଡ଼ି)

ସମ୍ବନ୍ଧିତ ଖବର