ପୂର୍ବାହ୍ନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରୀ ଟପିଲା

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ସେହିପରି ବାଲେଶ୍ବରର ତାପମାତ୍ରା ମଧ୍ୟ ୪୦ ଛୁଇଁଛି। ଚାନ୍ଦବାଲି ଏବଂ ଝାରସୁଗୁଡ଼ାର ତାପମାତ୍ରା ୪୦ ଡିଗ୍ରୀ ରହିଛି। ସେହିପରି କେନ୍ଦୁଝର ତାପମାତ୍ରା ୩୯ ଡିଗ୍ରୀ ରହିଛି। ହୀରାକୂଦ ତାପମାତ୍ରା ୩୮.୬ ଡିଗ୍ରୀ ରହିଛି।

ସମ୍ବନ୍ଧିତ ଖବର