ବାଲେଶ୍ୱର: ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛିl ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ଗାଁ ଲୋକl ଯୁବକକୁ ଗଛରେ ବାନ୍ଧି ନିର୍ଧୁମ ଛେଚିବା ପରେ ପୁଲିସର ଜିମା ଦେଲେl ଯୁବକର ବାଇକକୁ ମଧ୍ୟ ଜାଳିଦେଲେ ଉତ୍ୟକ୍ତ ଲୋକl ଘଟଣାସ୍ଥଳରେ ସିମୁଳିଆ ପୁଲିସ ପହଞ୍ଚି ଯୁବକକୁ କାବୁ କରିଛିl
ନବମ ଶ୍ରେଣୀ ଛାତ୍ରୀ ଜଣଙ୍କ ଟିଉସନ ସାରି ଘରକୁ ଫେରୁଥିଲେ। ସିମୁଳିଆ ଥାନା ଅନ୍ତରା କେନାଲ ବନ୍ଧ ନିକଟରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା ଯୁବକ। ଏଥିସହ ଛାତ୍ରୀଙ୍କ ସାଇକେଲ ଓ ବହିକୁ କେନାଲକୁ ମଧ୍ୟ ଫିଙ୍ଗି ଦେଇଥିଲା। ଯୁବକ ଜଣକ ହେଉଛନ୍ତି ଅନ୍ତରା ଗ୍ରାମର ପ୍ରଶାନ୍ତ ସାମଲ।
ସୂଚନା ମୁତାବକ ନବମ ଶ୍ରେଣୀ ଛାତ୍ରୀ ଟିଉସନ ସାରି ଘରକୁ ଫେରୁଥିଲେ। ସିମୁଳିଆ ଥାନା ଅନ୍ତରା କେନାଲ ବନ୍ଧ ନିକଟରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା ଯୁବକ। ଏଥିସହ ଛାତ୍ରୀଙ୍କ ସାଇକେଲ ଓ ବହିକୁ କେନାଲକୁ ମଧ୍ୟ ଫିଙ୍ଗି ଦେଇଥିଲା। ଯୁବକ ଜଣକ ହେଉଛନ୍ତି ଅନ୍ତରା ଗ୍ରାମର ପ୍ରଶାନ୍ତ ସାମଲ।
Crime | Odisha | Balasore
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/09/2025-07-09t140418003z-303a0e67-a2aa-4acf-8f08-768d7ad5fbb9-2025-07-09-19-34-16.jpg)
/sambad/media/media_files/2025/08/10/new-project-2025-08-10-20-20-43.jpg)