ଯକ୍ଷ୍ମା ନିରାକରଣ ପାଇଁ ପୁରୀ, ସମ୍ବଲପୁରକୁ ପୁରସ୍କାର

ଭୁବନେଶ୍ବର : ଯକ୍ଷ୍ମା ନିରାକରଣ ପାଇଁ ପୁରୀ ଓ ସମ୍ବଲପୁର ଜିଲ୍ଲା ପୁରସ୍କୃତ ହୋଇଛି। ବିଶ୍ବ ଯକ୍ଷ୍ମା ଦିବସ ଅବସରରେ ବାରାଣାସୀଠାରେ ଆୟୋଜିତ ଯକ୍ଷ୍ମା ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲାରେ ରୌପ୍ୟ ଓ ସମ୍ବଲପୁର ଜିଲ୍ଲାକୁ ବ୍ରୋଞ୍ଚ ମେଡାଲ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର