ଭୁବନେଶ୍ୱର: ବିଜେଡିରୁ ବାବୁ ସିଂହଙ୍କ ଇସ୍ତଫା

ଭୁବନେଶ୍ୱର: ଭୁବନେଶ୍ୱର ବିଜେଡି (ବିଜୁ ଜନତା ଦଳ)ରୁ ବାବୁ ସିଂହ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ସେ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ପତ୍ର ଲେଖି ଜଣାଇଛନ୍ତି।

ସମ୍ବନ୍ଧିତ ଖବର