ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨: ବଲାଙ୍ଗୀର

କ୍ର. ବ୍ଲକ୍‌, ମୋଟ ପଞ୍ଚାୟତ ସଂଖ୍ୟା, ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍‌ ସଂଖ୍ୟା, କେଉଁ ଦଳର ସମର୍ଥିତ ପ୍ରାର୍ଥୀ
୧. ବଙ୍ଗୋମୁଣ୍ଡା -୨୬ ରଞ୍ଜୁବାଳା ବେହେରା ୧୭ କଂଗ୍ରେସ
୨ ମୁରିବାହଲ -୨୨, ହରିବନ୍ଧୁ ମେହେର, ୧୨, ବିଜେଡି
୩ ସଇଁନ୍ତଲା -୨୨, ମୋନିକା ସିଂ ଭୋଇ, ୧୪, କଂଗ୍ରେସ
୪ ଗୁଡଭେଲା -୧୩, ବବି ଦୋରା, ୭, ସ୍ୱାଧୀନ
୫ ଟିଟିଲାଗଡ -୨୪, ସଂଯୁକ୍ତା ନାଏକ, ନିର୍ଦ୍ବନ୍ଦ୍ବ, ବିଜେଡି
୬ ଆଗଲପୁର -୨୦, ଗୀତାଞ୍ଜଳି ଦାସ, ୧୧, ସ୍ୱାଧୀନ
୭ ଲୋଇସିଂହା -୨୦, ଯତିନ୍ଦ୍ର ପଟେଲ, ୧୨, ସ୍ୱାଧୀନ
୮ ବଲାଙ୍ଗୀର ସଦର -୨୫, ସରିତା ବାଗ, ନିର୍ଦ୍ବନ୍ଦ୍ବ, ବିଜେଡି
୯ ପୁଇଁନ୍ତଲା -୨୫, ସରୋଜ କୁମାର ପଧାନ, ୧୯, ବିଜେଡି
୧୦ ପାଟଣାଗଡ- ୩୦, ନିଳକାନ୍ତ ବାଗ, ନିର୍ଦ୍ବନ୍ଦ୍ବ, ବିଜେଡି
୧୧ ବେଲପଡା -୨୪, ଟୀନା କୁମ୍ଭାର, ନିର୍ଦ୍ବନ୍ଦ୍ବ, ବିଜେଡି
୧୨ ଖପ୍ରାଖୋଲ -୨୧, ନିରୁପମା ପଟେଲ, ୨୧, ବିଜେଡି
୧୩ ତୁରେକେଲା- ୧୯, ପୂଜା ବେହେରା, ୧୧, କଂଗ୍ରେସ
୧୪ ଦେଓଗାଁ -୨୬, ଦୟାନିଧି ଖମାରୀ, ୧୪

ସମ୍ବନ୍ଧିତ ଖବର