ସମ୍ବଲପୁର: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ ରଘୁମଣି ନନ୍ଦ ଓ ତିଳୋତ୍ତମା ନନ୍ଦଙ୍କ ଝିଅ ଅର୍ପିତା ନନ୍ଦ (୧୭) ଚଳିତ ବର୍ଷ ମିସ୍ ଇଣ୍ତିଆ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଅର୍ପିତା ପ୍ରଥମ ରାଉଣ୍ଡରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଲୋକେ ମଧ୍ୟ ତାଙ୍କୁ ବେଶ୍ ସମର୍ଥନ କରୁଛନ୍ତି। ପ୍ରଥମ ରାଉଣ୍ତରେ ଉତ୍ତୀର୍ଣ୍ଣ ହୋଇଥିବା ମିସ ଇଣ୍ତିଆ ଆୟୋଜନକାରୀ ସଂସ୍ଥା ପକ୍ଷରୁ ଗତ ୯ ତାରିଖରେ ତାଙ୍କୁ ସୂଚନା ଦିଆଯାଇଥିଲା। ତାଙ୍କୁ ଭୋଟ ଦେବା ପାଇଁ ମସି୍ ଇଣ୍ଡିଆ ୱେବସାଇଟ୍କୁ ଯାଇ ଅର୍ପିତା ନାମରେ କ୍ଲିକ୍ କରିବାକୁ ଅର୍ପିତା ଏବଂ ତାଙ୍କ ପିତାମାତା ଅନୁରୋଧ କରିଛନ୍ତି।
ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ବଲାଙ୍ଗୀରର ଝିଅ
/sambad/media/post_attachments/wp-content/uploads/2020/01/65f7h8df97h8dfh7fsdhsffffffffffffffffffffffffffffffffffffffffffffffffffffffffff.jpg)