ବାଲେଶ୍ୱର: ବିଜେଡି ୧୨ଟି ଜୋନରେ ଜିତିଥିବା ବେଳେ ବିଜେପି ଓ କଂଗ୍ରେସକୁ ମିଳିଲା ଗୋଟିଏ ଲେଖାଏଁ ଆସନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଗତକାଲି ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭୋଟଗଣତି ୧୪ଟି ଜୋନକୁ ନେଇ ହୋଇଥିଲା। ଏଥିରେ ବିଜେଡି ୧୨ଟି ଜୋନରେ ଜିତିଥିବା ବେଳେ ବିଜେପି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନ ଜିତିଥିବା ଜଣାଯାଇଛି। ବାଲେଶ୍ୱର ଜିଲ୍ଲାର ଜିଲ୍ଲା ପରିଷଦ ଚୂଡ଼ାନ୍ତ ଫଳାଫଳ  ନିମ୍ନରୁ ଜାଣନ୍ତୁ:

୧. ଔପଦା-୨: ଉଷାରଣୀ ରାଉଳ(ବିଜେପି)
୨. ଖଇରା-୪: ରଶ୍ମିତା ମହାପାତ୍ର(ବିଜେଡି)
୩. ଜଳେଶ୍ୱର-୮: ଗୌରାଙ୍ଗ ସିଂ(ବିଜେଡି)
୪. ନୀଳଗିରି-୧୨: ରଶ୍ମିତା ସିଂ(ବିଜେଡି)
୫. ବସ୍ତା-୧୫: ଦେବିକା ସୋରେନ(ବିଜେଡି)
୬. ବାହାନଗା-୧୯: ବିନପ୍ରଭା ଶିଅଳ (ବିଜେଡି)
୭. ବାଲିଆପାଳ-୨୨: ନିଶାକର ସେଠୀ(ବିଜେଡି)
୮. ବାଲେଶ୍ୱର-୨୬: ସୋନାଲି ବିଶ୍ୱାଳ(ବିଜେଡ଼ି)
୯. ବାଲେଶ୍ୱର-୨୭: ବନଲତା ସେଠୀ(ବିଜେଡି)
୧୦. ଭୋଗରାଇ-୩୨: କବିତା ମହାନ୍ତି(ବିଜେଡି)
୧୧. ଭୋଗରାଇ-୩୩: ସନ୍ତୋଷ ଜେନା(କଂଗ୍ରେସ)
୧୨. ରେମୁଣା-୩୭: କଲ୍ୟାଣୀ ବାରିକ(ବିଜେଡି)
୧୩. ସିମୁଳିଆ-୪୧: ସାବିତ୍ରୀ ପାଢ଼ୀ(ବିଜେଡ଼ି)
୧୪. ସୋର-୪୪: ଜୟନ୍ତ କୁମାର ସ୍ୱାଇଁ(ବିଜେଡି

ତେବେ ଦ୍ୱିତୀୟ ପର୍ଯ୍ୟାୟ ଗଣତି ସୁଦ୍ଧା ଜିଲ୍ଲାରେ ବିଜେଡି ଖାତାକୁ ୨୨ଟି ଜିଲ୍ଲା ପରିଷଦ ଆସନ ଯାଇଥିବା ବେଳେ ୪ଟି ବିଜେପି ଏବଂ ଗୋଟିଏ କଂଗ୍ରେସ ଖାତାକୁ ଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର