ବାଲେଶ୍ବର ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଫଳାଫଳ-୨୦୨୨

କ୍ର. ବ୍ଲକ୍‌, ମୋଟ ପଞ୍ଚାୟତ ସଂଖ୍ୟା, ବିଜୟୀ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ନାମ, ପ୍ରାପ୍ତ ଭୋଟ୍‌ ସଂଖ୍ୟା, କେଉଁ ଦଳର ସମର୍ଥିତ ପ୍ରାର୍ଥୀ

୧ ଔପଦା, ୧୧, ବିସିବିପ୍ସା ପାତ୍ର, ୭, ବିଜେଡି
୨ ନୀଳଗିରି, ୨୨ ଶୁଭଲକ୍ଷ୍ମୀ ମାଝୀ, ୧୩, ବିଜେଡି
୩ ବାହାନଗା, ୨୩, ବିଶ୍ବନାଥ ମିଶ୍ର, ୧୬, ବିଜେଡି
୪ ସଦର, ୩୭, ସୁନୀତା ବେହେରା, ୧୯, ବିଜେଡି
୫ ରେମୁଣା, ୩,୨ ରାଜେନ୍ଦ୍ର ରାଉତ, ୧୯, ବିଜେଡି
୬ ଖଇରା, ୩୭, ଅଭିଲିପ୍ସା ସାହୁ, ୨୦, ବିଜେପି
୭ ସିମୁଳିଆ, ୨୨, ବାବାଜୀ ମଲ୍ଲିକ, ୧୧, ବିଜେପି
୮ ଜଳେଶ୍ବର, ୩୫, ମାନସ ଜେନା ,୨୦, ବିଜେଡି
୯ ସୋର ,୨୪, ଅନସୂୟା ମଳିକ, ୧୯ ,ବିଜେଡି
୧୦ ବାଲିଆପାଳ, ୨୮, ରଂଜିତା ନାୟକ, ୧୯, କଂଗ୍ରେସ
୧୧ ବସ୍ତା, ୩୧, ଅଞ୍ଜଳି ଦାସ, ୧୭, ସ୍ବାଧୀନ
୧୨ ଭୋଗରାଇ, ୫୦, ପ୍ରବୀର ଗିରି, ୩୩, ବିଜେଡି

ସମ୍ବନ୍ଧିତ ଖବର