ବଢ଼ିଲା ବାଲିଯାତ୍ରା ଅବଧି: ୧୬ ବଦଳରେ ୧୭ରେ ସରିବ

କଟକ: ବଢ଼ିଲା ବାଲିଯାତ୍ରା ଅବଧି। ଆସନ୍ତାକାଲି ଶେଷ ହୋଇଥାଆନ୍ତା କଟକର ଐତିହାସିକ ବାଲିଯାତ୍ରା । କିନ୍ତୁ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ ୧୬ ବଦଳରେ ୧୭ ତାରିଖ ଦିନ ଶେଷ ହେବ ବାଲିଯାତ୍ରା। ଏନେଇ ବ୍ୟବସାୟୀମାନଙ୍କୁ କୌଣସି ଦେୟ ଦେବାକୁ ପଡିବନିବୋଲି ସୂଚନା ଦେଇଛନ୍ତି କଟକ ମେୟର ଓ ଜିଲ୍ଲାପାଳ ।

ସମ୍ବନ୍ଧିତ ଖବର