ଭୁବନେଶ୍ୱର: ରାଜ୍ୟରେ ଥିବା ସମସ୍ତ ବାର୍ ଓ ରେଷ୍ଟୁରାଣ୍ଟ ଖୋଲିବ। କୋଭିଡ ଗାଇଡ୍ଲାଇନକୁ ପାଳନ କରି ବାର୍ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ଖୋଲାଯାଇପାରିବ। ଏ ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବିଭାଗ ପକ୍ଷରୁ ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟ ସଂଘକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ସୂଚନାଯୋଗ୍ୟ, କୋଭିଡ ପାଇଁ ରାଜ୍ୟର ସମସ୍ତ ବାର ଓ ରେଷ୍ଟୁରାଣ୍ଟ ବନ୍ଦ ଥିଲା।
/sambad/media/post_attachments/wp-content/uploads/2020/09/a1190db6-09e2-490a-b785-075ee73febf9-731x1024.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/restaurant.jpg)
