ଦେବଗଡ଼: ଦେବଗଡ଼ରେ ହୋଇପାରିଲା ନାହିଁ ଓକିଲ ସଙ୍ଘ ନିର୍ବାଚନ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶନିବାର ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଦେବଗଡ଼ରେ ଏହା ହୋଇନାହିଁ।
ନିର୍ବାଚନ ପରିଚାଳନା ନିମନ୍ତେ ନିର୍ବାଚନ ଅଧିକାରୀ ହେବାକୁ ସଙ୍ଘର କୌଣସି ସଦସ୍ୟ ରାଜି ନହେବାରୁ ଏହି ସମସ୍ୟା ଦେଖାଦେଇଥିବା ଜିଲ୍ଲା ଓକିଲ ସଙ୍ଘ ସଭାପତି ସଚ୍ଚିକାନ୍ତ ଦାଶ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ହରତାଲକାରୀ ଓକିଲଙ୍କ ପ୍ରତି ଅବିଚାର ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/21-18.jpg)