ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଏକ ବାର୍ ସିଲ୍ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଇନଫୋସିଟି ଅଞ୍ଚଳରେ ଥିବା ଇକୋ ବାରକୁ ଚଢାଉ କରି ସିଲ୍ କରାଯାଇଛି ।
ଏହି ବାରରେ ଏକ ଜନ୍ମଦିନ ପାର୍ଟି ଚାଲିଥିଲା। ତେବେ ଏଥିରେ କେହି କରୋନା କଟକଣାକୁ ପାଳନ କରୁ ନ ଥିବା ଅଭିଯୋଗ ଆସିବା ମାତ୍ରେ ଚଢାଉ କରିଥିଲା ପୁଲିସ୍। ଚଢାଉ ପରେ ବାରଟିକୁ ସିଲ୍ କରାଯାଇଥିବା କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/1-2.jpeg)