ବରଗଡ଼: ବରଗଡ଼ ଜିଲ୍ଲା ଓକିଲ ସଂଘର ସଭାପତି ଭାବରେ ଭୀଷ୍ମଦେବ ସରାଫ ନିର୍ବାଚିତ ହୋଇଛନ୍ତି।
ଉପସଭାପତି ଭାବରେ ସୁଶୀଲ ଶତପଥୀ, ସାଧାରଣ ସଂପାଦକ ଉତ୍ତର ସାହୁ, ଯୁଗ୍ମ ସଂପାଦକ ସୁକଦେବ ସାହୁ ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶରଦ ପ୍ରଧାନ, ରାଜେନ୍ଦ୍ର ପ୍ରସାଦ ସିଂ, ଟୁନା ମହାକୁର ଓ ଶ୍ରୀପ୍ରକାଶ ଗୁପ୍ତା ନିର୍ବାଚିତ ହୋଇଛନ୍ତି। ପୂର୍ବରୁ କାର୍ଯ୍ୟକାରିଣୀ ସଦସ୍ୟ ଆଦିତ୍ୟ ପାଢ଼ୀ ଓ ଆଶିଷ ବେହେରା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/12-19.jpg)