ବରଗଡ଼ ଜିଲ୍ଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ସରାଫ ସଭାପତି

ବରଗଡ଼: ବରଗଡ଼ ଜିଲ୍ଲା ଓକିଲ ସଂଘର ସଭାପତି ଭାବରେ ଭୀଷ୍ମଦେବ ସରାଫ ନିର୍ବାଚିତ ହୋଇଛନ୍ତି।

ଉପସଭାପତି ଭାବରେ ସୁଶୀଲ ଶତପଥୀ, ସାଧାରଣ ସଂପାଦକ ଉତ୍ତର ସାହୁ, ଯୁଗ୍ମ ସଂପାଦକ ସୁକଦେବ ସାହୁ ନିର୍ବାଚିତ ହୋଇଛନ୍ତି ।  କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶରଦ ପ୍ରଧାନ, ରାଜେନ୍ଦ୍ର ପ୍ରସାଦ ସିଂ, ଟୁନା ମହାକୁର ଓ ଶ୍ରୀପ୍ରକାଶ ଗୁପ୍ତା ନିର୍ବାଚିତ ହୋଇଛନ୍ତି। ପୂର୍ବରୁ କାର୍ଯ୍ୟକାରିଣୀ ସଦସ୍ୟ ଆଦିତ୍ୟ ପାଢ଼ୀ ଓ ଆଶିଷ ବେହେରା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର