ବାରିପଦା:ଯନ୍ତ୍ରୀଙ୍କୁ ଆକ୍ରମଣ କରି ଗିରଫ ହୋଇଥିବା ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଜାମିନ ମିଳିଛି। ଜଣେ ଜାମିନଦାର ଏବଂ ୩୦ହଜାର ଟଙ୍କା ବେଲବଣ୍ଡରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ତେବେ ଜାମିନରେ କୌଣସି ସର୍ତ୍ତ ରଖାଯାଇ ନଥିବା ବିଧାୟକଙ୍କ ଓକିଲ ଅସିତ ଓତା ସୂଚନା ଦେଇଛନ୍ତି। ଜିଲ୍ଲା ଦୌରାଜଜ୍ ଏହି ଜାମିନ ପ୍ରଦାନ କରିଛନ୍ତି।
ମୟୂରଭଞ୍ଜଜିଲ୍ଲାସଦରମହକୁମାବାରିପଦାରଆଇଟିଡିଏସହକାରୀନିର୍ବହୀଯନ୍ତ୍ରୀଗଣପତିଜେନାଙ୍କୁଆକ୍ରମଣଘଟଣାରେବାରିପଦାପୁଲିସ୍ ସ୍ଥାନୀୟବିଧାୟକପ୍ରକାଶସୋରେନ୍ଙ୍କୁଗିରଫକରିକୋର୍ଟଚାଲାଣକରିଥିଲା।ତାଙ୍କବିରୋଧରେଆଇପିସିଧାରା୨୯୪, ୩୪୧,୩୨୩,୩୨୪,୫୦୬ଏବଂ୩୪ରେମାମଲାରୁଜ୍ଜୁହୋଇଥିଲା।ବିଧାୟକଙ୍କଦ୍ବାରାଆକ୍ରମଣରଶିକାରଯନ୍ତ୍ରୀଙ୍କଏଫଆଇଆରଆଧାରରେଟାଉନ୍ ଥାନାପୁଲିସ୍ ଆଜିସକାଳେବିଧାୟକଙ୍କୁଅଟକରଖିପଚରାଉଚରାକରିଥିଲା।
ଆକ୍ରମଣରଶିକାରହୋଇଥିବାଇଞ୍ଜିନିୟରଜେନାଙ୍କଅଭିଯୋଗଆଧାରରେପୁଲିସ୍ ବିଧାୟକଓତାଙ୍କରଦୁଇସହଯୋଗୀପ୍ରବୀଣପାତ୍ରଏବଂପ୍ରଶାନ୍ତବେହେରାଙ୍କୁମଧ୍ୟଅଟକରଖିପଚରାଉଚରାକରିଥିଲା।ଏହାପରେସେମାନଙ୍କୁମଧ୍ୟଗିରଫକରାଯାଇଥିଲା।ଅନ୍ୟପକ୍ଷରେବାରିପଦାବିଧାୟକପ୍ରକାଶସୋରେନ୍ଙ୍କଅଟକକୁବିରୋଧକରିତାଙ୍କରସମର୍ଥକମାନେଟାଉନ୍ ଥାନାସାମ୍ନାରେପ୍ରତିବାଦକରିବାସହରାସ୍ତାଅବରୋଧକରିଥିଲେ।
ଅଭିଯୋଗଅନୁସାରେ, ଗତକାଲିବାରିପଦାସର୍କିଟହାଉସ୍ରେବିଧାୟକଓତାଙ୍କରସହଯୋଗୀନିର୍ଦ୍ଦିଷ୍ଟଠିକାଦାରଙ୍କୁକାମମିଳିନଥିବାରୁସହକାରୀନିର୍ବାହୀଯନ୍ତ୍ରୀଙ୍କୁଆକ୍ରମଣକରିଥିଲେ।ଏହାପରେସଂପୃକ୍ତଯନ୍ତ୍ରୀଙ୍କୁଚିକିତ୍ସାଲାଗିପିଆର୍ଏମ୍ ମେଡିକାଲ୍ କଲେଜ୍ରେଭର୍ତ୍ତିକରାଯାଇଥିଲା।ପରେଏହିଘଟଣାରେଯନ୍ତ୍ରୀଙ୍କପକ୍ଷରୁଥାନାରେଏତଲାଦିଆଯାଇଥିଲା।