ବର୍ଷା ଓ ଅନୁଭବଙ୍କ ପୃଥକ ଆବେଦନର ଶୁଣାଣି

କଟକ : ଘରୋଇ ହିଂସା ଅଭିଯୋଗ ନେଇ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରୁଜୁ କରିଥିବା ମାମଲାର ଆଜି ଅଦାଲତରେ ଶୁଣାଣି ହୋଇଛି। ବର୍ଷା ଓ ଅନୁଭବ ଦାଖଲ କରିଥିବା ପୃଥକ ପିଟିସନ୍ ଉପରେ ଆଜି କଟକ ସଦର ଏସଡିଜେଏମ୍ ଅଦାଲତରେ ଶୁଣାଣି ହୋଇଥିଲା। ଆଜି ଦୁଇ ପିଟିସନ ଉପରେ ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିବା ବେ‌ଳେ ଫେବ୍ରୁଆରି ୫କୁ ମାମଲାର ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର