ଭୁବନେଶ୍ୱର: ରାଜଧାନୀରେ ଥିବା ବିଭିନ୍ନ ଡ୍ୟାନ୍‌ସ୍‌ ବାର୍‌କୁ ମଳିଥିବା ଫାୟାର୍‌ ନୋ ଅବ୍‌ଜେକ୍‌ସନ୍‌ ସାର୍ଟିଫିକେଟ୍‌ଗୁଡ଼ିକ ତ୍ରୁଟିଯୁକ୍ତ ବୋଲି ବୁଧବାର ଦିନ ଫାୟାର୍‌ ସର୍ଭିସ୍‌ ଡିଜି ବି. କେ. ଶର୍ମା କହିଛନ୍ତି।

Advertisment

ସେ କହିଛନ୍ତି ଯେଉଁ ଅଧିକାରୀମାନେ ଏନ୍‌ଓସି ଦେଇଛନ୍ତି ତାହା ସେମାନଙ୍କ କ୍ଷମତା ପରିସରଭୁକ୍ତ ନୁହେଁ। ନିୟମାନୁସାରେ ଡ୍ୟାନ୍‌ସ୍‌ ବାର୍‌ ମାଲିକମାନଙ୍କୁ ଏନ୍‌ଓସି ନିମନ୍ତେ ପୁନର୍ବାର ଆବେଦନ କରିବାକୁ ପଡ଼ିବ।