କାଳିଆପାଣି : ସୁକିନ୍ଦା ରେଞ୍ଜ୍ ଅନ୍ତର୍ଗତ ସୁନାଝରି ପାହାଡ଼ ତଳେ ଗୁରୁବାର ଅପରାହ୍ଣରୁ ୪ଟି ଜଙ୍ଗଲୀ ଭାଲୁ ବିଚରଣ କରୁଥିବା ଦେଖିବାକୁ ମିଳିଛି। ଏହି ବନ୍ୟଜନ୍ତୁ ଗାଁ ମୁହାଁ ହୋଇଥିବା ଦେଖି ପାହାଡ଼ ପାଖାପାଖି ବରପାଳ, ଶୁକରଣ, ସାମନ୍ତରାପୁର, ଓଳିଆ, ଜାମୁପଶି ଆଦି ଗାଁରେ ଆତଙ୍କ ସୃଷ୍ଟି ହୋଇଛି।
ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ବିଭାଗୀୟ କର୍ମଚାରୀ ସଦଳବଳ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଉପରେ ନଜର ରଖିଥିବା ରେଞ୍ଜର ବିପିନ ବିହାରୀ ରାଉତରାୟ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/bear-sunajhari-hill.jpg)