ଗାଡ଼ି ଧକ୍କାରେ ଭାଲୁଛୁଆ ଆହତ

ଘଟଗାଁ: ରବିବାର ସନ୍ଧ୍ୟାରେ ଘଟଗାଁ ନିକଟ  ରାଜପାଟଠାରେ ଏକ ଭାଲୁ ଛୁଆ  ଗୁରୁତର ଆହତ ହୋଇ ରାସ୍ତା କଡରେ ପଡିଥିଲା।

ତା’ର ମୁହଁ ଓ ପିଠିରେ ମାଡ଼ ହୋଇଛି। ଖବର ପାଇ ଘଟଗାଁ ବନ ବିଭାଗର ବନରକ୍ଷୀ  ଶ୍ରବଣ କୁମାର ପାତ୍ର ଓ ପାରା ଫରେଷ୍ଟ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଭାଲୁ ଛୁଆକୁ ଉଦ୍ଧାର କରି ଘଟଗ‌ାଁ ରେଞ୍ଜ ଅଫିସରେ ଚିକିତ୍ସା କରୁଛନ୍ତି।

ସମ୍ବନ୍ଧିତ ଖବର