ସୂର୍ଯ୍ୟ ମନ୍ଦିରରେ ମହୁମାଛି ଆତଙ୍କ : ଭୟରେ ଦୌଡ଼ିଲେ ପର୍ଯ୍ୟଟକ

କୋଣାର୍କ : ଆଜି ଅପରାହ୍ନରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ମହୁମାଛି ଆତଙ୍କ ଯୋଗୁଁ ପର୍ଯ୍ୟଟକ ହିନସ୍ତା ହୋଇଛନ୍ତି। ମହୁମାଛିଙ୍କ ଅକ୍ରମଣରୁ ବର୍ତ୍ତିବା ଲାଗି ପର୍ଯ୍ୟଟକମାନେ ଭୟରେ ଏଣେତେଣେ ଦୌଡ଼ୁଥିବାର ଦେଖାଯାଇଥିଲା। ବେଶ କିଛି ସମୟ ମନ୍ଦିର ମଧ୍ୟକୁ ପର୍ଯ୍ୟଟକଙ୍କ ଯିବା ଆସିବା ବନ୍ଦ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର