୩ ଦିନିଆ ରିମାଣ୍ଡରେ ଯିବେ ବଙ୍ଗଳା ସାମ୍ବାଦିକ ସୁମନ ଚଟ୍ଟୋପାଧ୍ୟାୟ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଲିଙ୍କ୍‌ରେ ଗୁରୁବାର ଗିରଫ ପଶ୍ଚିମବଙ୍ଗ ସାମ୍ବାଦିକ ସୁମନ ଚଟ୍ଟୋପାଧ୍ୟାୟଙ୍କୁ ସିବିଆଇ ୩ ଦିନିଆ ରିମାଣ୍ଡରେ ନେବ। ସୁମନ ଚଟ୍ଟୋପାଧ୍ୟାୟଙ୍କ ରିମାଣ୍ଡ ନେଇ ସ୍ପୋଶାଲ ସିଜେଏମ୍‌ କୋର୍ଟ ଶୁକ୍ରବାର ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ ବଙ୍ଗଳା ସାମ୍ବାଦିକ ସମନ ଚିଟ୍‌ଫଣ୍ଡ ସଂସ୍ଥା ‘ଆଇକୋର୍‌’ ଲିଙ୍କ୍‌ରେ ଗୁରୁବାର ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର