ଆଜି ଖୋଲିବ ଭିତରକନିକା

ରାଜନଗର : ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲିଠାରୁ ଖୋଲିବ। ଚଳିତମାସ ୬ରୁ ୧୪ ତାରିଖ ଯାଏଁ ୯ ଦିନ ଧରି ଭିତରକନିକା ବନ୍ଦ ରହିଥିଲା। ଏହି ସମୟରେ ଭିତରକନିକା ମଧୢରେ ପ୍ରବାହିତ ନଦୀ, ନାଳ ଗୁଡିକରେ ଥିବା ବଉଳା କୁମ୍ଭୀର ଓ ଭିତରକନିକାରେ ଭିଡ଼ ଜମାଇଥିବା ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଇଥିଲା।

ସମ୍ବନ୍ଧିତ ଖବର