ଭୁବନେଶ୍ବର-ବ୍ରହ୍ମପୁର ପାସେଞ୍ଜର ଟ୍ରେନ୍‌ ଆଂଶିକ ବାତିଲ୍‌

ଭୁବନେଶ୍ବର : ବାଲୁଗାଁ ଓ ବ୍ରହ୍ମପୁର ମଧ୍ୟରେ ରେଲୱେ ଟ୍ରାକ୍‌ ମରାମତି ପାଇଁ ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ପାସେଞ୍ଜର ଟ୍ରେନ୍‌କୁ ଆଂଶିକ ବାତିଲ୍‌ କରାଯାଇଛି। ଆସନ୍ତା ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ୍‌ ବାଲୁଗାଁ ଓ ଭୁବନେଶ୍ବର ମଧ୍ୟରେ ଚଳାଚଳ କରିବ। ବାଲୁଗାଁରୁ ବ୍ରହ୍ମପୁର ମଧ୍ୟରେ ଉଭୟ ପାର୍ଶ୍ବରୁ ବାତିଲ୍‌ କରାଯାଇଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର