ସିଏସଏମଟି ମୁମ୍ବାଇ କୋଣାର୍କ ସ୍ପେସାଲ୍‌ ଟ୍ରେନ୍‌ ଅପରାହ୍ନ ୩.୨୦ ପରିବର୍ତ୍ତେ ସନ୍ଧ୍ୟା ୭.୧୫ରେ ଭୁବନେଶ୍ବରରୁ ଛାଡ଼ିବ

ଭୁବନେଶ୍ୱର: ସିଏସଏମଟି ମୁମ୍ବାଇ କୋଣାର୍କ ସ୍ପେସାଲ ଆଜି (୨୦.୦୭.୨୦୨୧) ଭୁବନେଶ୍ୱର ଠାରୁ ଏହାର ନିର୍ଦ୍ଧାରିତ ସମୟ ଅପରାହ୍ନ ୩.୨୦ମି ପରିବର୍ତ୍ତେ ସନ୍ଧ୍ୟା ୭.୧୫ମି.ରେ ଛାଡିବ। ପ୍ରବଳ ବର୍ଷା ଜନିତ ରେଳ ଧାରଣାରେ ପାଣି ଜମିରହିବ ଯୋଗୁ ମୁମ୍ବାଇଠାରୁ ଆସିବାକୁ ଥିବା ସଂଯୋଗକରି ଟ୍ରେନ ବିଳମ୍ବରେ ଯାତ୍ରା କରୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଅଛି।

ସମ୍ବନ୍ଧିତ ଖବର