ବିଜୟ ଶର୍ମା ବେସାମରିକ ପ୍ରତିରକ୍ଷା ନିର୍ଦେଶକ

ଭୁବନେଶ୍ୱର : ରାଜ୍ୟ ଅଗ୍ନିଶମ ସେବା ବିଭାଗର ପୁଲିସ୍‌ ମହାନିର୍ଦେଶକ ହେଉଛନ୍ତି ବିଜୟ କୁମାର ଶର୍ମା। ଗୃହରକ୍ଷୀ ବାହିନୀର ମଧ୍ୟ ସେ କମାଣ୍ଡାଣ୍ଟ ଜେନେରାଲ୍‌। ଏହା ସହିତ ତାଙ୍କୁ ବେସାମରିକ ପ୍ରତିରକ୍ଷାର ନିର୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି। ଆଜି ଏ ନେଇ ଗୃହ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ସମ୍ବନ୍ଧିତ ଖବର