ଯୁବ ବିଜେଡି ଉପସଭାପତି ପଦରୁ ପ୍ରକାଶ ତ୍ରିପାଠୀ ନିଲମ୍ବିତ

ଭୁବନେଶ୍ୱର: ସହିଦନଗର ଥାନା ଭିତରେ ପଶି ପୁଲିସକୁ ଆକ୍ରମଣ ଓ ଭଙ୍ଗାରୁଜା କରିବା ଘଟଣାରେ ପ୍ରକାଶ ତ୍ରିପାଠୀ ଶନିବାର ଗିରଫ ହେବା ପରେ ତାଙ୍କୁ ବିଜୁ ଯୁବ ଜନତା ଦଳ ତାଙ୍କୁ ଉପସଭାପତି ପଦରୁ ନିଲମ୍ବିତ କରିଛି।

ଆଜି ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦିଆଯାଇଛି। ଏ ନେଇ ଏକ ବିଜ୍ଞପ୍ତି ଜାରି କରି ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର