ପାଟଣା: ପାଟଣା ଥାନା ଉଦୟପୁର ଗ୍ରାମ ପାତ୍ରସାହିର ବସ୍ କଣ୍ଡକ୍ଟର କୁଶଦେବ ପାତ୍ର (୫୨)ଙ୍କ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତକାଲି ପାଟଣା ଥାନା ଗୋଜିଟାଙ୍ଗିରି ହନୁମାନଛକ ନିକଟରେ ଏକ ବାଇକ୍ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା।
ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/dead.jpg)