ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ବିକ୍ରମ

ଭୁବନେଶ୍ବର : ବାଚସ୍ପତି ଭାବେ ନିର୍ବାଚିତ ହେବା ପୂର୍ବରୁ ବିକ୍ରମ କେଶରୀ ଆରୁଖ ବିଜେଡିର ଉପସଭାପତି ପଦବିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଛନ୍ତି। ସେହିପରି ଭାରତ ସ୍କାଉଟ୍‌ ଓ ଗାଇଡ୍‌ ଓଡ଼ିଶାର ଶାଖାର ଉପସଭାପତି ପଦବିରୁ ମଧ୍ୟ ସେ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର