ଭୁବନେଶ୍ବର: ରାଜ୍ୟରେ ୪୮୮ ବର୍ଗ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ଉଦ୍ଦିଷ୍ଟ ବେତନ ସମ୍ବନ୍ଧୀୟ ବିଲ୍ଗୁଡ଼ିକରେ ଉପଜିଲ୍ଳାପାଳ ଅଥବା ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରା କାଉଣ୍ଟର ସିଗ୍ନେଚର କରିବାର ପ୍ରଚଳିତ ବିଧି ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ସରକାର ସ୍ଥିର କରିଛନ୍ତି।
ଏହା ଦ୍ବାରା ଉପରୋକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ କରୁଥିବା ଅଧ୍ୟାପକ ଏବଂ ଅଧ୍ୟାପିକାମାନଙ୍କ ବିଲ୍ଗୁଡ଼ିକର ନିର୍ଗମନ ପ୍ରକ୍ରିୟା ଅଧିକ ସୁଗମନ କରାଯାଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/teacher.jpg)