ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୀବନକୁ ନେଇ ଲିଖିତ ପୁସ୍ତକ ‘ନବୀନ ପଟ୍ଟନାୟକ’ ରବିବାର ଉନ୍ମୋଚିତ ହୋଇଯାଇଛି। ଆଉଟ୍ଲୁକ୍ ସମ୍ପାଦକ ରୁବେନ ବାନାର୍ଜୀ ଏହି ପୁସ୍ତକକୁ ଲେଖିଛନ୍ତି। ଭୁବନେଶ୍ୱର ପ୍ରେସ କ୍ଲବରେ ଅୟୋଜିତ ଏକ ସମାରୋହରେ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ପୁସ୍ତକରେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଜୀବନ ଶୈଳୀ ଉପରେ ବର୍ଣ୍ଣନା ହୋଇଛି।
ନବୀନ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ‘ନବୀନ ପଟ୍ଟନାୟକ’ ଉନ୍ମୋଚିତ
/sambad/media/post_attachments/wp-content/uploads/2018/08/Naveen.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)