ବ୍ରହ୍ମଗିରି : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଅପରେସନ ବାର୍ଡ ଫ୍ଲୁ ଏଗାର ଦିନରେ ପହଞ୍ଚିଛି। ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଥିବା ନୂଆଗାଁ, ନବା ଓ କଣ୍ଟାବଣିଆ ଇଲାକାରେ ଆଜି ପ୍ରାଣୀଧନ ଟିମ୍ ବିଶୋଧନ କାମ କରିଛି। ଏହା ସହିତ ପୂର୍ବରୁ ବିଶୋଧନ ହୋଇଥିବା କୁକୁଡା ଫାର୍ମଗୁଡିକର ବିଶୋଧନ ପୁଣି ଥରେ କରି ଆଉ ୨ଟି ଫାର୍ମକୁ ସିଲ୍ କରାଯାଇଛି। ଗତକାଲି ୩ଟି ଫାର୍ମକୁ ସିଲ କରାଯାଇଥିଲା। ଆସନ୍ତାକାଲି କୁକୁଡା ମରା ଅଭିଯାନ ପୁଣି ଆରମ୍ଭ ହେବ ବୋଲି ଜଣାପଡିଛି।
୧୧ ଦିନରେ ବାର୍ଡ ଫ୍ଲୁ ଅପରେସନ୍
/sambad/media/post_attachments/wp-content/uploads/2018/12/bird-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)