ହାଇକୋର୍ଟ ଗଲେ ବିଶ୍ବରଞ୍ଜନ

ବରୀ: ନାମାଙ୍କନ ବେ‌ଳେ ବରୀର ବିଜେଡି ବିଧାୟିକା ପ୍ରାର୍ଥୀ ସୁନନ୍ଦା ଦାସ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି। ଏଭଳି ଅଭିଯୋଗ ଆଣି ଆଜି ବିଜେପି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ଦର୍ଶାଇଛନ୍ତି ଯେ ସୁନନ୍ଦାଙ୍କ ନାମରେ ଥାନା ଓ କୋର୍ଟରେ ମାମଲା ରହିଛି। ମାତ୍ର ସେ ତାଙ୍କ ନାମାଙ୍କନ ପତ୍ରରେ ଏହା ଉଲ୍ଲେଖ କରି ନାହାନ୍ତି। ତାଙ୍କ ନାମରେ କୌଣସି ମାମଲା ନାହିଁ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର