ଭୁବନେଶ୍ୱର: ବିଜେବି ସ୍ୱଂଶାସିତ ମହାବିଦ୍ୟାଳୟରୁ ସୋମବାର ସାଇନ-ଏ-ଡାଏ ଉଠି ଦଶହରା ଛୁଟି ଆରମ୍ଭ ହୋଇଛି। ବିଜେବି ସ୍ୱଂଶାସିତ ମହାବିଦ୍ୟାଳୟ ଅକ୍ଟୋବର ୬ରେ ଖୋଲିବ ଓ ଅକ୍ଟୋବର ୧୦ରୁ ମିଡ୍ ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ମିଳିିଛି।
ବିଜେବି କଲେଜରୁ ଉଠିଲା ସାଇନ-ଏ-ଡାଏ, ଅକ୍ଟୋବର ୧୦ରୁ ମିଡ୍ ସେମିଷ୍ଟାର ପରୀକ୍ଷା
/sambad/media/post_attachments/wp-content/uploads/2017/09/BJB.jpg)