ଗଜପତିରେ ବିଜେଡି ୫ଟି, କଂଗ୍ରେସ ୨ଟି ଜୋନ୍‌ରେ ଆଗୁଆ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବିଜୁ ଜନତା ଦଳକୁ ସ୍ଥାନୀୟ ଜନତା ଗ୍ରହଣ କରିଛନ୍ତି। ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ହୋଇଥିବା ମତଗଣନା ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି। ବିଳମ୍ବିତ ରାତି ଯାଏଁ ଏହା ଜାରି ରହିବ। ତେବେ ରିପୋର୍ଟ ଲେଖାଯିବା ବେଳକୁ ବିଜେଡି ୫ଟି ଓ କଂଗ୍ରେସ ୨ଟି ଆସନରେ ଆଗୁଆ ରହିଛି।

କାଶୀନଗର ଜୋନ୍ ନମ୍ୱର – ୧
କଂଗ୍ରେସ : ବି ଅନୁରାଧା – ୧୩୮୮
ବିଜେପି : ଏ ଶୈଳଜା – ୩୩୯୮
ବିଜେଡି : ଆର ରାଜଲକ୍ଷ୍ମୀ – ୫୪୮୬
ବିଜେଡି ୨୦୮୮ ଭୋଟରେ ଆଗୁଆ

ଗୁମ୍ମା ଜୋନ୍ ନମ୍ୱର – ୩
କଂଗ୍ରେସ : ରେଣୁକା ପାତ୍ର – ୭୮୬୭
ବିଜେପି : ମୋହିନୀ ମହାନ୍ତି – ୨୭୧
ବିଜେଡି : ଗ୍ଳେଡି ଗମାଙ୍ଗ – ୫୯୬୧
କଂଗ୍ରେସ ୧୯୦୬ ଭୋଟରେ ଆଗୁଆ

ନୁଆଁଗଡ ଜୋନ୍ ନମ୍ୱର – ୫
କଂଗ୍ରେସ : ରାଜିବ ଦୋରା – ୧୧୧୩୫
ବିଜେପି : ତ୍ରୀନାଥ ମଣ୍ଡଳ – ୩୩୯୮
ବିଜେଡି : ଜେମସ ରାଇକା – ୭୪୭୭
କଂଗ୍ରେସ ୩୬୫୮ ଭୋଟରେ ଆଗୁଆ

ଗୋଷାଣୀ ଜୋନ୍ ନମ୍ୱର – ୬
କଂଗ୍ରେସ : ଅଶୋକ ଅଧିକାରୀ – ୪୧୮
ବିଜେପି : ଜଗନ୍ନାଥ ପରିଡା – ୪୯୪୩
ବିଜେଡି : S ବାଲାରାଜୁ – ୬୭୧୮
ବିଜେଡି ୧୭୮୪ ଭୋଟରେ ଆଗୁଆ

ମୋହନା ଜୋନ୍ ନମ୍ୱର – ୮
କଂଗ୍ରେସ : ରିନା ପ୍ରଧାନ – ୮୩୬୫
ବିଜେପି : ବସ୍ତି ମଳିକ – ୨୩୫୨
ବିଜେଡି : କୁନ୍ତଳା ମଳିକ – ୧୨୮୫୪
ବିଜେଡି ୪୪୮୯ ଭୋଟରେ ଆଗୁଆ

ରା ଉଦୟଗିରି ଜୋନ୍ ନମ୍ୱର – ୧୧
କଂଗ୍ରେସ : ରୁତୁପର୍ଣ୍ଣା ମିଶ୍ର – ୩୯୮୫
ବିଜେପି : ମାନତ ଗିରି – ୩୧୬୨
ବିଜେଡି : ଯମୁନା ଦଳବେହେରା – ୪୮୩୭
ବିଜେଡି ୮୫୨ ଭୋଟରେ ଆଗୁଆ

ରାୟଗଡା ଜୋନ୍ ନମ୍ୱର – ୧୩
କଂଗ୍ରେସ : ମହେଶ୍ବରି ଦେବି – ୪୪୫୨
ବିଜେପି : ରେଣୁ ଭୁୟାଁ – ୫୮୬୭
ବିଜେଡି : ଗୈାତମ ଜାନି – ୬୬୯୮
ବିଜେଡି ୧୮୬୯ ଭୋଟରେ ଆଗୁଆ

ସମ୍ବନ୍ଧିତ ଖବର