ଭୁବନେଶ୍ବର: ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତିମାନଙ୍କ ନାମ ତାଲିକା ପ୍ରକାଶ ପାଇଛି। ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଧର୍ମଶାଳା ବିଧାୟକ ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ପ୍ରଣବ କୁମାର ବଳବନ୍ତରାୟ ଏକ ପ୍ରେସ୍ ଇସ୍ତାହାରରେ ଏହା ଜଣାଇଛନ୍ତି।
କାର୍ଯ୍ୟକାରୀ ସଭାପତି ଭାବେ ବୈକୁଣ୍ଠ ନାୟକଙ୍କୁ ଚୟନ କରାଯାଇଥିବା ବେଳେ ସେକ୍ରେଟେରି ଜେନେରାଲ ଭାବେ ଏଲିନା ଦାସଙ୍କୁ ଏବଂ ବରିଷ୍ଠ ଉପାଧ୍ୟକ୍ଷ ଭାବେ ରାଣା ପ୍ରତାପ ପାତ୍ର, ଧୃତି ରଞ୍ଜନ ମାର୍ଥା, ଜୋସ୍ନାମୟୀ ପରିଡ଼ାଙ୍କୁ ଚୟନ କରାଯାଇଛି। ସେହିପରି ଜୋନ୍ ଅଧ୍ୟକ୍ଷ ଭାବେ ଭୁବନେଶ୍ବର ପାଇଁ ବିଜୟ କେତନ ସାହୁ, କଟକ ପାଇଁ ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ ପାଇଁ ନଚିକେତା ସ୍ବାଇଁ, ବଲାଙ୍ଗୀର ପାଇଁ ମନୀନ୍ଦ୍ର ମହାନ୍ତି, ସମ୍ବଲପୁର ପାଇଁ ଦେବାଶିଷ ପରିଡା ଓ .କୋରାପୁଟ ପାଇଁ ତାପସ ତ୍ରିପାଠୀଙ୍କ ନାମକୁ ଅନୁମୋଦନ କରିଛନ୍ତି ଦଳର ସଭାପତି । ଏଥସହ ୩୫ ଜଣ ସଂପାଦକ, ୨୫ ଜଣ ଯୁଗ୍ମ-ସଂପାଦକ ଏବଂ ପ୍ରତି ଜିଲ୍ଲା ଲାଗି ସଭାପତି ନିଯୁକ୍ତ ହୋଇଛନ୍ତି। ନିମ୍ନରେ ସଂପୂର୍ଣ୍ଣ ନାମ ତାଲିକା ପ୍ରକାଶ କରାଗଲା।
/sambad/media/post_attachments/wp-content/uploads/2020/09/Untitled-2-copy-4.jpg)
/sambad/media/post_attachments/wp-content/uploads/2020/09/Untitled-2-copy-5.jpg)
/sambad/media/post_attachments/wp-content/uploads/2020/09/Untitled-3-copy-1.jpg)
/sambad/media/post_attachments/wp-content/uploads/2020/09/Untitled-4-copy.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/bjd-1.jpg)