ବାଲେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ହୋଇଥିବା ଭୋଟ୍ର ୩ୟ ଦିନରେ ସୋମବାର ବାଲେଶ୍ବର ଜିଲ୍ଲାର ୧୮ଟି ଜିଲ୍ଲା ପରିଷଦ ଜୋନ୍ରେ ଗଣତି ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ବିଜେଡି ୧୨ଟି ଜିଲ୍ଲା ପରିଷଦ ଜୋନ୍ରେ ଆଗୁଆ ରହିଛି।
ଜଳେଶ୍ବର ଜୋନ୍-୯
ବିଜେଡି: ଅନସୂୟା ପ୍ରଧାନ-୪୦୮୪
ବିଜେପି: ମାଧବିକା ଜେନା-୧୭୪୧
କଂଗ୍ରେସ: ଅଞ୍ଜଳୀ ବେହେରା-୬୮୪
ବିଜେଡି ୨୩୪୩ ଭୋଟରେ ଆଗୁଆ
ଜଳେଶ୍ବର ଜୋନ୍-୧୦
ବିଜେଡି: ୫୩୭୧
ବିଜେପି: ୨୨୭୭
କଂଗ୍ରେସ: ୬୮୪
ବିଜେଡି ୩୦୯୪ ଭୋଟରେ ଆଗୁଆ
ଭୋଗରାଇ ଜୋନ୍-୩୪
ବିଜେଡି: ୧୩୯୭୪
ବିଜେପି: ୨୯୫୬
କଂଗ୍ରେସ: ୭୯୧୪
ବିଜେଡି ୧୧୦୧୮ ଭୋଟରେ ଆଗୁଆ
ଭୋଗରାଇ ଜୋନ୍-୩୫
ବିଜେଡି: ପ୍ରତିମା ଚାନ୍ଦ-୮୩୫୩
ବିଜେପି: ପ୍ରଜ୍ଞା ପି ଜେନା-୬୫୪୭
କଂଗ୍ରେସ: ସସ୍ମିତା ମଙ୍ଗଳ-୧୪୩୬
ବିଜେଡି ୧୭୦୬ ଭୋଟରେ ଆଗୁଆ
ବାହାନଗା ଜୋନ୍-୨୦
ବିଜେଡି: ଶିଶିର ଅଗସ୍ତି-୭୦୫୪
ବିଜେପି: ଅମର ନାୟକ-୫୧୭୮
କଂଗ୍ରେସ: ସାଧୁ ଚନ୍ଦ୍ର ପରିଡା-୨୦୮୧
ବିଜେଡି ୧୯୮୪ ଭୋଟରେ ଆଗୁଆ
ନୀଳଗିରି ଜୋନ୍-୧୩
ବିଜେଡି: ଗତିକୃଷ୍ଣ ନନ୍ଦ-୫୭୭୮
ବିଜେପି: ତାପସ ମହାନ୍ତି-୫୧୩୧
କଂଗ୍ରେସ: ବିଶ୍ବଜିତ ପଣ୍ଡା-୬୪୭
ବିଜେଡି ୬୪୭ ଭୋଟରେ ଆଗୁଆ
ରେମୁଣା ଜୋନ୍-୩୮
ବିଜେଡି: ବନ୍ଦିତା ନାୟକ-୩୯୩୫
ବିଜେପି: ଅଶୋକ ବାରିକ-୩୧୦୫
କଂଗ୍ରେସ: ସତ୍ୟବତୀ ଦାସ-୫୫୦
ବିଜେଡି ୮୩୦ ଭୋଟରେ ଆଗୁଆ
ବାଲେଶ୍ବର ଜୋନ୍-୨୮
ବିଜେଡି: ସଂଜୟ ସେଠି-୩୭୬୪
ବିଜେପି: ସନ୍ତୋଷ ସେଠୀ-୨୦୬୧
କଂଗ୍ରେସ: କରୁଣାକର ଜେନା-୮୧୧
ବିଜେଡି ୧୭୦୩ ଭୋଟରେ ଆଗୁଆ
ବାଲେଶ୍ବର ଜୋନ୍-୨୯
ବିଜେଡି: ନାରାୟଣ ପ୍ରଧାନ-୩୯୦୪
ବିଜେପି: ବିଜୟ ନାୟକ-୩୭୩୦
କଂଗ୍ରେସ: ଗୟାପ୍ରସାଦ ଦାସ-୧୨୪
ବିଜେଡି ୧୧୭ ଭୋଟରେ ଆଗୁଆ
ବାଲେଶ୍ବର ଜୋନ୍-୧୬
ବିଜେଡି: ଅନୱର ବିୱି-୪୦୮୪
ବିଜେପି: ଜୟନ୍ତୀ ସାହୁ-୧୪୭୦
କଂଗ୍ରେସ: ଅଞ୍ଜଳୀ ପ୍ରଧାନ-୧୧୭୪
ବିଜେଡି ୨୬୧୪ ଭୋଟରେ ଆଗୁଆ
ବସ୍ତା ଜୋନ୍-୧୭
ବିଜେଡି: ସୁଜାତାରାଣୀ ଦଣ୍ଡପାଟ-୨୬୩୮
ବିଜେପି: ଗୀତାରାଣୀ ଦାସ-୨୦୪୧
କଂଗ୍ରେସ: ଗୀତାରାଣୀ ଜେନା-୧୦୨୭
ବିଜେଡି ୫୯୭ ଭୋଟରେ ଆଗୁଆ
ଖଇରା ଜୋନ୍-୬
ବିଜେଡି: ସୁଷମା ମହାପାତ୍ର-୪୬୩୧
ବିଜେପି: ମୀନାକ୍ଷୀ ମହାପାତ୍ର-୩୬୬୩
କଂଗ୍ରେସ: ବିଣାପାଣୀ ଶୁକ୍ଲା-୫୧
ବିଜେଡି ୯୬୮ ଭୋଟରେ ଆଗୁଆ
ଖଇରା ଜୋନ୍-୫
ବିଜେଡି: ମାନସ ଦାଶ-୫୦୧୨
ବିଜେପି: ରାଜେଶ ମହାକୁଡ-୫୨୦୨
କଂଗ୍ରେସ: ବସନ୍ତ କୁମାର ଦତ୍ତ-୧୬୫
ବିଜେପି ୧୯୦ ଭୋଟରେ ଆଗୁଆ
ବାଲିଆପାଲ ଜୋନ୍-୨୩
ବିଜେଡି: ବେଣୁଧର ଜେନା-୧୪୧୫
ବିଜେପି: ସତ୍ୟରଂଜନ ନାୟକ-୪୩୫
କଂଗ୍ରେସ: ସୁଶାନ୍ତ ପାତ୍ର-୧୫୫୬
କଂଗ୍ରେସ ୧୪୧ ଭୋଟରେ ଆଗୁଆ
ବାଲିଆପାଲ ଜୋନ୍-୨୪
ବିଜେଡି: ମମତା କୁମାର ଗିରି
ବିଜେପି: ଦେବାନନ୍ଦ ପିଲା
କଂଗ୍ରେସ: ବାବାଜୀ ଦେହୁରୀ
ସୋର ଜୋନ୍-୪୫
ବିଜେଡି: ଜୟରାମ ଦାସ
ବିଜେପି: ନିରୋଦ ପ୍ରଭା ପଣ୍ଡା
କଂଗ୍ରେସ: ବସନ୍ତ ପୋଇ
ରେମୁଣା ଜୋନ୍-୩୯
ବିଜେଡି: କବିତା ପାଣି
ବିଜେପି: ସୋଭାନା ମହାନ୍ତି
କଂଗ୍ରେସ: ଶକୁନ୍ତଳା ଦାସ
ସିମୁଳିଆ ଜୋନ୍-୪୨
ବିଜେଡି: ଉମାକାନ୍ତ ମହାପାତ୍ର
ବିଜେପି: ଭକ୍ତରଂଜନ ମହାପାତ୍ର
କଂଗ୍ରେସ: ଅଜିତ ମଲ୍ଲିକ