କୋରାପୁଟ: ପଞ୍ଚାୟତ ନିର୍ବାଚନର ଦ୍ବିିତୀୟ ଦିନରେ ‌୨୯ଟି ଜିଲ୍ଲା ପରିଷଦରୁ ୧୩ଟିରେ ଗଣତି ଜାରି ରହିଛି।। ପୂର୍ବରୁ ୧୧୪୪ଟିରେ ଗଣତି ଶେଷ ହୋଇଛି। ଆଜି
୧୩ରୁ ୭ଟି ବିଜେଡି ଓ ୬ଟି କଂଗ୍ରେସ ଆଗୁଆ ରହିଛି।

ବିଜେଡି

Advertisment

ଜୟପୁରର ବିଜେଡି ପ୍ରାର୍ଥୀ ଆସ୍ଥା ନାୟକ ୧୭୧୧ ଭୋଟରେ ଆଗୁଆ
ବୋରିଗୁମ୍ମାର ବିଜେଡି ପ୍ରାର୍ଥୀ ମଞ୍ଜୁଳା ଘାସି ୧୮୯୨ ଭୋଟରେ ଆଗୁଆ
କୋଟପାଡର ବିଜେଡି ପ୍ରାର୍ଥୀ ଗୀତା ମାଝି ୧୨୦୦ ଭୋଟରେ ଆଗୁଆ
କୁନ୍ଦୁରା ବିଜେଡି ପ୍ରାର୍ଥୀ କନକଲତା ପେଣ୍ଟିଆ ୭୪ ଭୋଟରେ ଆଗୁଆ
ପଟାଙ୍ଗୀ ବିଜେଡି ପ୍ରାର୍ଥୀ ଲଇଛନ ଖରା ୨୨୧ ଭୋଟରେ ଆଗୁଆ
ବନ୍ଧୁଗାଁର ବିଜେଡି ପ୍ରାର୍ଥୀ ମାଜି ହିମିରିକା ୯୭୨ ଭୋଟରେ ଆଗୁଆ
ନନ୍ଦପୁର ବିଜେଡି ପ୍ରାର୍ଥୀ ନମନ୍ତି ଖିଲ ୨୦୫୨ଭୋଟରେ ଆଗୁଆ

କଂଗ୍ରେସ

ବୈପାରିଗୁଡା କଂଗ୍ରେସ ପ୍ରାର୍ଥୀ ମଣୀ ଜାନୀ ୩୪ ଭୋଟରେ ଆଗୁଆ
କୋରାପୁଟରେ କଂଗ୍ରେସ ପ୍ରାର୍ଥୀ କେ.ମିହୀର କୁଲଦୀପ ୧୩୧୮ ଭୋଟରେ ଆଗୁଆ
ଲମତାପୁଟ କଂଗ୍ରେସ ପ୍ରାର୍ଥୀ ଗୀତରାଣି ମହାଲା ୧୪୯୫ ଭୋଟର ଆଗୁଆ
ଲକ୍ଷ୍ମୀପୁର କଂଗ୍ରେସ ପ୍ରାର୍ଥୀ ପିଙ୍କି ହିମିରିକା ୧୯୪୧ ଭୋଟରେ ଆଗୁଆ
ସେମିଳିଗୁଡା କଂଗ୍ରେସ ପ୍ରାର୍ଥୀ ମୋହନ ଜାନୀ ୧୪୯୪ ଭୋଟରେ ଆଗୁଆ
ଦଶମନ୍ତପୁର କଂଗ୍ରେସ ପ୍ରାର୍ଥୀ ଧନପତି ସାଉନ୍ତା ୯୧୬ ଭୋଟରେ ଆଗୁଆ